ଏପ୍ରିଲ ପହିଲାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ I

ଏପ୍ରିଲ ପହିଲାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ I

ଏପ୍ରିଲ ପହିଲାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ, ରାଜ୍ୟରେ ସୁନିଶ୍ଚିତ ହେଉଛି ଗୁଣାତ୍ମକ ଚିକିତ୍ସା। ଆସନ୍ତା ଏପ୍ରିଲ ପହିଲାରେ ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହେବ। ଏହା ସହିତ ୭୦ ବର୍ଷ ବୟସରୁ ଅଧିକ ବୟସର ଲୋକଙ୍କ ପାଇଁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ଶୁଭାରମ୍ଭ ହେବ। #infokey29 #odishanews #youtubeshorts #odia #ayushmanbharatyojana ayushman card odisha apply online, ayushman card download odisha, health card kemiti kariba, biju health card online apply, abha card kaise download karen, ayushman card kaise banaye mobile se, health card kaise banaye, abha card kaise banaen, ayushman card kaise download kare, pradhan mantri awas yojana 2025 online apply, ayushman card kaise banaye 70 years old, gopabandhu health card apply online, ayushman bharat card online registration, ayushman card work employee requirement, abha card kya hota hai,